ଓଡିଶା

odisha

ETV Bharat / state

ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୨ ହାତୀପଲ - କେନ୍ଦୁଝରରେ ବଢୁଛି ହାତୀ ଉପଦ୍ରବ

ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୨ ହାତୀପଲ। ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଓ ମକା ଚାଷ ନଷ୍ଟ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

Twenty two elephants entered into the Champua range
ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୨ ହାତୀପଲ

By

Published : Sep 8, 2020, 1:08 PM IST

Updated : Sep 8, 2020, 1:17 PM IST

କେନ୍ଦୁଝର : ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୨ ହାତୀପଲ । ହାତୀପଲ କରଞ୍ଜିଆ ରେଞ୍ଜରୁ ଆଦିପୁର ନିକଟରେ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜକୁ ପ୍ରବେଶ କରିଛନ୍ତି ।

ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୨ ହାତୀପଲ

ଚମ୍ପୁଆ ରେଞ୍ଜର ପଦ୍ମପୁର, ନନ୍ଦପୁର ,ପାହାଡ଼ଭଙ୍ଗା ଓ ମାଳିପଶି ଅଞ୍ଚଳରେ ବ୍ୟାପକ ଧାନ ଓ ମକା ଚାଷ ନଷ୍ଟ କରିଛନ୍ତି । ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଥିବା ସୂଚନା ମିଳିଛି । ଗାଁ ପାଖ ଜଙ୍ଗଲରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Sep 8, 2020, 1:17 PM IST

ABOUT THE AUTHOR

...view details