ଓଡିଶା

odisha

ETV Bharat / state

3 ଦଫା ଦାବିରେ 12 ଘଣ୍ଟିଆ ତେଲକୋଇ ବନ୍ଦ

3 ଦଫା ଦାବି ନେଇ ଲକ୍ଷ୍ମୀ ନାରାୟଣ ବଣିକ ସଂଘ ପକ୍ଷରୁ 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି ।

By

Published : Jul 1, 2019, 3:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: 3 ଦଫା ଦାବି ନେଇ ଲକ୍ଷ୍ମୀ ନାରାୟଣ ବଣିକ ସଂଘ ତରଫରୁ 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେଲକୋଇରେ ଅଘୋଷିତ ବିଦ୍ୟୁତ କାଟ, ପୂର୍ତ୍ତ ବିଭାଗର ନିର୍ମାଣାଧୀନ ରାସ୍ତା ତେଲକୋଇ-କାଞ୍ଜିପାଣି ସମ୍ପୂର୍ଣ୍ଣ, ତେଲକୋଇ ବଜାର ଦେଇଯାଉଥିବା ଲୁହାପଥର ବୋଝେଇ ଭାରି ଯାନ ବନ୍ଦକୁ ନେଇ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଦୁଇଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ବନ୍ଦ ବାତିଲ କରିବାକୁ ଲଷ୍ମୀ ନାରାୟଣ ବଣିକ ସଂଘ ସହିତ ଆଲୋଚନା ହୋଇଥିଲେ ମଧ୍ୟ ତାର କୌଣସି ଫଳ ବାହାରି ପାରିନଥିଲା । ଫଳରେ ଆଜି ତେଲକୋଇ ବନ୍ଦ ରହିଛି


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details