ଓଡିଶା

odisha

ETV Bharat / state

ପୋଲିସ କବଜାରେ ଫେରାର ଆସାମୀ

21 ଦିନ ପରେ ଫେରାର ଆସାମୀକୁ ଗିରଫ କରିଛି ପୋଲିସ । ଚଳିତ ମାସ ୧ ତାରିଖରେ କେନ୍ଦୁଝର ଜିଲ୍ଲା କୋର୍ଟ ପରିସରରୁ ଚମ୍ପଟ ମାରିଥିଲା ବିଚାରଧୀନ କଏଦୀ।

By

Published : May 21, 2019, 4:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଦୀର୍ଘ 21 ଦିନ ପରେ ଫେରାର ଆସାମୀକୁ ଗିରଫ କରିଛି ପୋଲିସ । ଗତ ୧ ତାରିଖରେ କେନ୍ଦୁଝର ଜିଲ୍ଲା କୋର୍ଟ ପରିସରରୁ ଚମ୍ପଟ ମାରିଥିଲା ବିଚାରଧୀନ କଏଦୀ ରାଜ ଲୋହାର। ତେବେ ଏହି ଘଟଣା ପାଇଁ 2 ଜଣ ମହିଳା କନେଷ୍ଟବଳଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଏହା ପରେ ପୋଲିସ ବହୁ ଖୋଜା ଖୋଜି କରି ଫେରାର ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସେ 2018 ମସିହାରେ ଗମ୍ଭାରିଆରେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲା।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details