ଓଡିଶା

odisha

ETV Bharat / state

ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା

ଦୁଷ୍କର୍ମ ଅଭିଯୋଗରେ କେନ୍ଦୁଝର ଜେଲରେ ସଜା କାଟୁଥିବା ବିଚାରଧୀନ କଏଦୀ ଆତ୍ମହତ୍ୟା କରିଛି । ମୃତ କଏଦୀ ଜଣକ ହେଲେ ପ୍ରଦୀପ ବେହେରା । ଆତ୍ମହତ୍ୟା ନେଇ ଜେଲ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ବିଚାରଧୀନ କଏଦୀର ଆତ୍ମହତ୍ୟା

By

Published : Nov 18, 2019, 10:35 PM IST

କେନ୍ଦୁଝର: ଜେଲ ଭିତରେ ଵିଚାରଧୀନ କଏଦୀର ଆତ୍ମହତ୍ୟା ଅଭିଯୋଗ । ଦୁଷ୍କର୍ମ ଅଭିଯୋଗରେ କେନ୍ଦୁଝର ଜେଲରେ ସଜା କାଟୁଥିବା କଏଦୀର ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ହେଲେ ପ୍ରଦୀପ ବେହେରା । ଆତ୍ମହତ୍ୟା ନେଇ ଜେଲ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ବିଚାରଧୀନ କଏଦୀର ଆତ୍ମହତ୍ୟା

ସୂଚନା ଅନୁସାରେ, ସୋମବାର ସଂଧ୍ୟା ସମୟରେ ପ୍ରଦୀପ ଜେଲ ଗୃହରେ ଏକାକୀ ଥିଲେ । ଏହି ସମୟରେ ଜେଲ ଗୃହରେ ଥିବା ଫ୍ୟାନରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତ ଜୁନ ମାସରୁ ପ୍ରଦୀପ ଏକ ଦୁଷ୍କର୍ମ ମାମଲାରେ ବିଚାରଧୀନ କଏଦୀ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details