ଓଡିଶା

odisha

ETV Bharat / state

ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା, ଚେତାବନୀ ଦେଲେ ଜିଲ୍ଲାପାଳ - କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜନଶୁଣାଣୀରେ ମୋବାଇଲରେ ଭିଡିଓ ଦେଖିବାକୁ ନେଇ ଅଡୁଆରେ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରମଣ ଦାଶ । ଅଧିକ ପଢନ୍ତୁ

ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା,  ଚେତାବନୀ ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା,  ଚେତାବନୀ ଦେଲେ ଜିଲ୍ଲାପାଳଦେଲେ ଜିଲ୍ଲାପାଳ
ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା, ଚେତାବନୀ ଦେଲେ ଜିଲ୍ଲାପାଳ

By

Published : May 6, 2022, 3:03 PM IST

କେନ୍ଦ୍ରାପଡା:ଜିଲ୍ଲାପାଳଙ୍କ ଜନଶୁଣାଣୀରେ ମୋବାଇଲରେ ଭିଡିଓ ଦେଖାଇବା ଘଟଣାକୁ ନେଇ ଅଡ଼ୁଆରେ କନିଷ୍ଠ ଯନ୍ତ୍ରୀ । ଏହି ଘଟଣାକୁ ନେଇ କନିଷ୍ଠ ଯନ୍ତ୍ରୀ ରମଣ ଦାଶଙ୍କୁ ଚେତାବନୀ ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଗୁରୁତ୍ବପୂର୍ଣ୍ଣ ବୈଠକ ସମୟରେ ଅଫିସ କାମରେ ମୋବାଇଲ ବ୍ୟବହାର କରିବା ବାରଣ ନୁହେଁ ମାତ୍ର ଜନଶୁଣାଣୀ ସମୟରେ ଏଣ୍ଟରଟେନମେଣ୍ଟ ପାଇଁ ମୋବାଇଲ ବ୍ୟବହାର କରିବା ଉଚିତ ନୁହେଁ କହିଛନ୍ତି ଜିଲ୍ଲାପାଳ ।

ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା, ଚେତାବନୀ ଦେଲେ ଜିଲ୍ଲାପାଳ

ସୂଚନା ଅନୁଯାୟୀ ଗତ ସୋମବାର ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜଣାଶୁଣାଣିରେ ଜନସ୍ୱାସ୍ଥ୍ୟ ବିଭାଗର(PHED) କନିଷ୍ଠ ଯନ୍ତ୍ରୀ ରମଣ ଦାଶ ମୋବାଇଲରେ 'ମୋତେ ଗୋଟିଏ ଗୋରୀ ଝିଅ ଦରକାର' ଶୀରୋନାମାର ଭିଡିଓ ଦେଖୁଥିଲେ । ଯାହା କ୍ୟାମେରାରେ କଏଦ ହୋଇଥିଲା । ଏନେଇ ଆମ ଚ୍ୟାନେଲରେ ଖବର ପ୍ରସାରଣ କରାଯାଇଥିଲା । ଏହି ଖବର ବାଜିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, କନିଷ୍ଠ ଯନ୍ତ୍ରୀ ରମଣ ଦାଶଙ୍କୁ ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details