କେନ୍ଦ୍ରାପଡା: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କଲା ସ୍ୱାମୀ। କେନ୍ଦ୍ରାପଡା ପାଟକୁରା ଥାନା ଅରଖକୁଦ ଗ୍ରାମରେ ଘଟିଛି ଏଭଳି ଅଘଟଣ । ତେବେ ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଘଟିଥିବା ଜଣା ପଡିଛି ।
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଆତ୍ମସମର୍ପଣ କଲା ସ୍ବାମୀ - husband
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ୟା କଲା ସ୍ୱାମୀ। କେନ୍ଦ୍ରାପଡା ପାଟକୁରା ଥାନା ଅରଖକୁଦ ଗ୍ରାମରେ ଘଟିଛି ଏଭଳି ଘଟଣା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
ସେପଟେ ଅଭିଯୁକ୍ତ ସ୍ୱାମୀ ଚନ୍ଦନ ଜେନା ଟାଙ୍ଗିଆ ସହ ପାଟକୁରା ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ରହିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ