ଓଡିଶା

odisha

ଫୁଲବାଣୀରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ଶ୍ରମିକ

By

Published : Apr 5, 2020, 10:18 AM IST

ଫୁଲବାଣୀରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ଶ୍ରମିକ । ଲକ ଡାଉନ ଯୋଗୁଁ କିଛି କାମ ଧନ୍ଦା ନଥିବାରୁ ଭୋକ ଉପାସରେ କାଟୁଛନ୍ତି ଦିନ। ଅଧିକ ପଢନ୍ତୁ...

West Bengal workers are stranded in Chandan Nagar, Phulbani due to lock down
ଫୁଲବାଣୀରରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ଶ୍ରମିକ

ଫୁଲବାଣୀ: ସାରା ଦେଶରେ ଜାରି ରହିଛି ଲକ ଡାଉନ । କନ୍ଧମାଳରେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ ରହିଛି । ଏପରି ସ୍ଥିତିରେ ଖଟି ଖାଉଥିବା ଲୋକଙ୍କ ଅବସ୍ଥା ଦୟନୀୟ ହେବାରେ ଲାଗିଛି । ଫୁଲବାଣୀର ଚନ୍ଦନ ନଗର ଅଞ୍ଚଳରେ ଫସି ରହିଛନ୍ତି ପଶ୍ଚିମବଙ୍ଗର କିଛି ଶ୍ରମିକ । ଲକ ଡାଉନ ଯୋଗୁଁ କିଛି କାମ ଧନ୍ଦା ନଥିବାରୁ ଭୋକ ଉପାସରେ ଦିନ କାଟୁଛନ୍ତି ।

ଫୁଲବାଣୀରରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ଶ୍ରମିକ

ଫଳରେ ସରକାରଙ୍କ ପକ୍ଷରୁ କିଛି ସହାୟତା ମିଳି ନ ଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରମିକ ମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details