ଓଡିଶା

odisha

ETV Bharat / state

କନ୍ଧମାଳରେ ଜାରି ହେଲା ହିଟ୍‌ୱେଭ୍, ତାପମାତ୍ରା ଛୁଇଁଲା 40ଡିଗ୍ରୀ

କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ଧରି ଲାଗି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ବୁଧବାର ଫୁଲବାଣୀର ତାପମାତ୍ରା ରେକର୍ଡ କରିଛି ।

By

Published : May 29, 2019, 11:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଜିଲ୍ଲାରେ ଗତ କିଛି ଦିନ ଧରି ଲାଗି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ବୁଧବାର (ଆଜି) ଫୁଲବାଣୀର ତାପମାତ୍ରା ରେକର୍ଡ କରିଛି । ଫୁଲବାଣୀର ତାପମାତ୍ରା ରହିଛି 42 ଡିଗ୍ରୀ ସେଲସିୟସ । ସାରା ଜିଲ୍ଲାରେ ହାରାହାରି ତାପମାତ୍ରା 40 ଡିଗ୍ରୀକୁ ଛୁଇଁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ପ୍ରବଳ ଝାଞ୍ଜି ସହିତ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ହୋଇଯାଉଛି ଜନଜୀବନ । ଦିନତମାମ ପ୍ରବଳ ଖରା ଯୋଗୁଁ ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହେଉଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details