ଫୁଲବାଣୀ: ଦୁଇ ଦିନିଆ କନ୍ଧମାଳ ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା । ଜିଲ୍ଲାରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଆସନ୍ତା ମାର୍ଚ୍ଚ 2020 ମଧ୍ୟରେ ଜିଲ୍ଲାର ସମସ୍ତ ତିନୋଟି ସହରାଞ୍ଚଳର ସମସ୍ତ ଘରେ ପାଇପ ଯୋଗେ ଜଳଯୋଗାଣ କରାଯିବ ।
କନ୍ଧମାଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା
କନ୍ଧମାଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା । ଦୁଇ ଦିନିଆ ଗସ୍ତରେ ଯାଇ ଜିଲ୍ଲା ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଆଗକୁ ପଢନ୍ତୁ...
କନ୍ଧମାଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା
ଏହାସହ ଆସନ୍ତା ୪ ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ଗାଁର ସମସ୍ତ ଘରକୁ ପାଇପ ଯୋଗେ ପାଣି ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସେଦିଗରେ କାମ କରିବାକୁ କହିଛନ୍ତି ମନ୍ତ୍ରୀ । ଫୁଲବାଣୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା କରିବା ବେଳେ ଏପରି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଏହାସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି ମନ୍ତ୍ରୀ ।
କନ୍ଧମାଳରୁ ସଦାଶିଵ ପାତ୍ର,ଇଟିଭି ଭାରତ