କଳାହାଣ୍ଡି: ମଜୁରୀ ବୃଦ୍ଧି ନେଇ ଉପଜିଲ୍ଲପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଶ୍ରମିକ । ଚଳିତ ଖରିଫ୍ ଋତୁରେ ବସ୍ତା ବୋହୁଥିବା ଶ୍ରମିକ 5 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ଜଣାଇଛନ୍ତି ଶ୍ରମିକ ।
ମଜୁରୀ ବୃଦ୍ଧି ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ - ମଜୁରୀ ବୃଦ୍ଧି ଦାବୀ
ମଜୁରୀ ବୃଦ୍ଧି ନେଇ ଉପଜିଲ୍ଲପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଶ୍ରମିକ । 5 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ଜଣାଇଛନ୍ତି ଶ୍ରମିକ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: କଳାହାଣ୍ଡି
ଦାବି ପୂରଣ ନହେଲେ ଆଗାମୀ ରବି ଋତୁରେ ମଣ୍ଡିରେ ଧାନ ନ ଉଠାଇବାକୁ ଚେତାବାନୀ ଦେଇଛନ୍ତି । ପୂର୍ବରୁ ଶ୍ରମିକ ବସ୍ତା ପିଛା 10 ଟଙ୍କା ପାଉଥିଲେ ମାତ୍ର ବର୍ତ୍ତମାନ ତାହା ମିଳୁନାହିଁ ତେଣୁ ଦୈନିକ ମଜୁରୀ 300ଟଙ୍କା କରିବାକୁ ଦାବି କରିଛନ୍ତି ଶ୍ରମିକ ।
କଳାହାଣ୍ଡିରୁ ଅଜିତ୍ ସିଂହଙ୍କ ରିପୋର୍ଟ, ଇଟିଭି ଭାରତ