ଓଡିଶା

odisha

ଚିତ୍ର ମାଧ୍ୟମରେ କୋରୋନା ଯୋଦ୍ଧାଙ୍କୁ ନିଆରା ସଲାମ

By

Published : Apr 21, 2020, 10:01 AM IST

କୋରୋନା ଯୋଦ୍ଧାଙ୍କୁ ସଲାମ। ତୁଳି ମୁନରେ ଚିତ୍ର ଆଙ୍କି ଶିଳ୍ପୀ ଦେଉଛନ୍ତି କୋରୋନା ସଚେତନତାର ବାର୍ତ୍ତା।

workers in a innovative way
ଚିତ୍ର ଆଙ୍କି ଶିଳ୍ପୀ ଦେଉଛନ୍ତି କୋରୋନା ଯୋଦ୍ଧାଙ୍କୁ ସଲାମ

ଭବାନୀପାଟଣା: କୋରୋନା ଯୋଦ୍ଧାଙ୍କୁ ସଲାମ। ତୁଳି ମୁନରେ ଚିତ୍ର ଆଙ୍କି ଶିଳ୍ପୀ ଦେଉଛନ୍ତି କରୋନା ସଚେତନତାର ବାର୍ତ୍ତା। ମହାମାରୀ କୋରୋନା ପାଇଁ ସାରାଦେଶ ଲକଡାଉନ ହେବା ସହ ସାମାଜିକ ଦୂରତ୍ୱକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି।

workers in a innovative way

ତେବେ କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ସରକାର ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନେଉଥିବା ବେଳେ ସାରା ଦେଶରେ ଲକଡାଉନ ଜାରି ରହିଛି। କୋଭିଡ ୧୯ ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ସରକାର ଓ ବିଭିନ୍ନ ସଂଗଠନ ଲୋକଙ୍କୁ ସଚେତନ କରୁଛନ୍ତି।

ଚିତ୍ର ମାଧ୍ୟମରେ କୋରୋନା ଯୋଦ୍ଧାଙ୍କୁ ନିଆରା ସଲାମ

ଏସବୁ ଭିତରେ ସାରା ଦେଶରେ କୋରୋନା ସହିତ ନିତିଦିନ ଲଢେଇ କରୁଥିବା ସ୍ବାସ୍ଥ୍ୟ କର୍ମୀ ଠୁ ଆରମ୍ଭ କରି ସଫେଇ କର୍ମଚାରୀଙ୍କୁ ନିଜ ତୁଳୀ ମୁନରେ ସମ୍ମାନ ଜଣାଇଛନ୍ତି କଳାହାଣ୍ଡି ଜିଲ୍ଲାର ଚିତ୍ର ଶିଳ୍ପୀ ତରୁଣ ମହାପାତ୍ର। ତେବେ ଏହି ଘଡିସନ୍ଧି ମୂହୁର୍ତ୍ତରେ ଏପରି ଏକ କଳ୍ପନାର ଜନ୍ମ କେମିତି ହେଲା ଆସନ୍ତୁ ଜାଣିବା।

କଳାହାଣ୍ଡିରୁ ଅଜିତ୍ ସିଂ,ଇଟିଭି ଭାରତ

ABOUT THE AUTHOR

...view details