ଭବାନୀପାଟଣା :ଚାକିରୀ ଦେବା ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟି ନେଲେ ଟଙ୍କା। ସାବଧାନ ଆପଣ ମଧ୍ୟ ଅନଲାଇନରେ ଚାକିରୀ ଖୋଜୁଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ କାରଣ ଚାକିରୀ ପାଇବା ଆଶାରେ ଆପଣ ହୋଇପାରନ୍ତି ସ୍ୱର୍ବସାନ୍ତ । ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଲୁଟେରାଙ୍କ ଆତଙ୍କରାଜ । ଆଖି ପିଛୁଳାକେ ଲୁଟି ନେଉଛନ୍ତି ଜୀବନ ଜାକର ସଞ୍ଚିତ ପୁଞ୍ଜି । କେତେବେଳେ ଅନଲାଇନ ସାମଗ୍ରୀ କିଣିବା ହେଉ ଅବା ଚାକିରୀ ଖୋଜିବା ବେଳେ ସତର୍କ ନ ରହିଲେ ଆପଣ ମଧ୍ୟ ହୋଇପାରନ୍ତି ଠକାମିର ଶିକାର ।
ଚାକିରୀ ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟିନେଲେ ଟଙ୍କା - ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟିନେଲେ ଟଙ୍କା
ସାବଧାନ ଆପଣ ମଧ୍ୟ ଅନଲାଇନରେ ଚାକିରୀ ଖୋଜୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ, କାରଣ ଚାକିରୀ ପାଇବା ଆଶାରେ ଆପଣ ହୋଇ ପାରନ୍ତି ସ୍ୱର୍ବସାନ୍ତ । ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଲୁଟେରାଙ୍କ ଆତଙ୍କ ରାଜ। ଆଖି ପିଛୁଳାକେ ଲୁଟି ନେଉଛନ୍ତି ଜୀବନ ଜାକର ସଞ୍ଚିତ ପୁଞ୍ଜି। ଅଧିକ ପଢନ୍ତୁ
ଚାକିରୀ ଦେବା ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ଲୁଟିନେଲେ ଟଙ୍କା
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ