ଓଡିଶା

odisha

ETV Bharat / state

ଭିଜିଲାନ୍ସ ପଞ୍ଝାରେ କେସିଙ୍ଗା ରେଞ୍ଜର - VIGILANCE RAID

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କଳାହାଣ୍ଡି କେସିଙ୍ଗା ରେଞ୍ଜରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

VIGILANCE RAID
ଭିଜିଲାନ୍ସ ପଞ୍ଝାରେ କେସିଙ୍ଗା ରେଞ୍ଜର

By

Published : Dec 10, 2019, 11:50 AM IST

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେରଙ୍କ ଘରେ ଭିଜିଲାନ୍ସ ରେଡ କରିଛି ।

ଭିଜିଲାନ୍ସ ପଞ୍ଝାରେ କେସିଙ୍ଗା ରେଞ୍ଜର

ବଲାଙ୍ଗୀର ତୁଳସୀନଗରରେ ଥିବା ତାଙ୍କ ବାସଭବନ ସମେତ କେସିଙ୍ଗା ଅଫିସ ଓ ସରକାରୀ ଘର ଉପରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଆକଳନ କରୁଛି ବିଭାଗ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details