ଭବାନୀପାଟଣା: କୋରୋନା ଭୁତାଣୂକୁ ପ୍ରତିହତ କାରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । ରାଜ୍ୟ ସରକାର ଅନେକ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକାରି କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବୁଧବାର ୫ଟି ସଚିବ ଭିକେ ପାଣ୍ଡିଆନ ଓ ଉନୟନ କମିଶନର ସୁରେଶ ମହାପାତ୍ର ନିର୍ମାଣ କାର୍ଯ୍ୟର ନିରିକ୍ଷଣ ପାଇଁ ଆସିଥିଲେ ।
କଳାହାଣ୍ଡି ନିର୍ମାଣଧୀନ କୋଭିଡ-୧୯ ହସ୍ପିଟାଲ ନୀରିକ୍ଷଣ କଲେ ପାଣ୍ଡିଆନ
୫ଟି ସଚିବ ଭିକେ ପାଣ୍ଡିଆନ ଓ ଉନୟନ କମିଶନର ସୁରେଶ ମହାପାତ୍ର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ନିର୍ମାଣ କାର୍ଯ୍ୟର ନିରିକ୍ଷଣ ପାଇଁ ଆସିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଭିକେ ପାଣ୍ଡିଆନଙ୍କ କଳାହାଣ୍ଡି ନିର୍ମାଣଧୀନ କୋଭିଡ-୧୯ ହସ୍ପିଟାଲ ନୀରିକ୍ଷଣ
ଉତ୍କେଲା ଏୟାର ଷ୍ଟ୍ରିପରେ ପ୍ଲେନ ଯୋଗେ ଆସି ପହଁଞ୍ଚିବା ପରେ ସରକାରୀ ଇଞ୍ଜିନିୟରିଂ କଲେଜରେ ନିର୍ମାଣଧୀନ କୋଭିଡ-୧୯ ହସ୍ପିଟାଲ ଯାଇ ବୁଲି ଦେଖିଥିଲେ । ସାଙ୍ଗରେ ଥିଲେ କଳାହାଣ୍ଡି ଜିଲ୍ଲାପାଳ ଏସପିସିଡିଏମଙ୍କ ସମେତ ଜିଲ୍ଲାର ବହୁ ଅଧିକାରୀ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Apr 16, 2020, 10:14 AM IST
TAGGED:
୫ଟି ସଚିବ ଭିକେ ପାଣ୍ଡିଆନ