ଓଡିଶା

odisha

ETV Bharat / state

ଝାରସୁଗୁଡା ସହରରେ ଲାଗୁ ହେବନି ସଟଡାଉନ, ସୂଚନା ଦେଲେ ଜିଲ୍ଲାପାଳ

ଝାରସୁଗୁଡା ସହରରେ ଚାଲୁ ରହିବ ସମସ୍ତ ଜରୁରୀ ସେବା । ୩୦ ତାରିଖରୁ ୫ ଯାଏଁ ସହରରେ ହେବନାହିଁ ସଟଡାଉନ । ଅଧିକ ପଢନ୍ତୁ...

ଝାରସୁଗୁଡା ସହରରେ ଲାଗୁ ହେବନି ସଟଡାଉନ, ସୂଚନା ଦେଲେ ଜିଲ୍ଲାପାଳ
ଝାରସୁଗୁଡା ସହରରେ ଲାଗୁ ହେବନି ସଟଡାଉନ, ସୂଚନା ଦେଲେ ଜିଲ୍ଲାପାଳ

By

Published : Aug 30, 2020, 3:37 PM IST

ଝାରସୁଗୁଡ଼ା: 30 ରୁ 5 ତାରିଖ ଯାଏଁ ଝାରସୁଗୁଡା ସହର ସଟଡାଉନ ହେବନାହିଁ । ପୂର୍ବରୁ ଜାରି କରାଯାଇଥିବା ଆଦେଶକୁ ପ୍ରତ୍ୟାହାର କଲେ ଜିଲ୍ଲାପାଳ ସରୋଜ କୁମାର ସାମଲ । ଗତ ସାତଦିନରେ ସହରାଞ୍ଚଳରେ ୧୮୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ଝାରସୁଗୁଡା ସହରରେ ଲାଗୁ ହେବନି ସଟଡାଉନ, ସୂଚନା ଦେଲେ ଜିଲ୍ଲାପାଳ

ଏହି ସମୟରେ ସମସ୍ତ ଜରୁରୀ ସେବା ଚାଲୁ ରହିବ। ଔଷଧ ଦୋକାନ, ପରିବା ଦୋକାନ, କ୍ଷୀର, ମାଛ ମାଂସ ଦୋକାନ ସକାଳ ୬ ଟାରୁ ୧୧ ଟା ଯାଏଁ ଖୋଲା ରହିବ। ନିର୍ଦ୍ଦେଶ ଥିବାବେଳେ ଆଜି (ରବିବାର) ୩୦ ତାରିଖରୁ ୫ ଯାଏଁ ସହର ସଟଡାଉନ ହେବନାହିଁ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ଝାରସୁଗୁଡା ସହରରେ ଲାଗୁ ହେବନି ସଟଡାଉନ, ସୂଚନା ଦେଲେ ଜିଲ୍ଲାପାଳ

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details