ଝାରସୁଗୁଡା:ବେଲପାହାଡ ପୌର ପରିଷଦର ନବ ନିର୍ବାଚିତ କାଉନସିଲର ଓ ଉପାଧ୍ୟକ୍ଷ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌର ପରିଷଦର ନବ ନିର୍ବାଚିତ କାଉନସିଲର ଓ ଉପାଧ୍ୟକ୍ଷ ମାନେ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ବେଲପାହାଡ ପୌରାଞ୍ଚଳରେ ଉତ୍କଟ ଜଳ ସମସ୍ୟା ସହିତ ଡ୍ରେନେଜ ସମସ୍ୟା ରହିଆସିଛି ।
ଜିଲ୍ଲାପାଳଙ୍କୁ ଭେଟିଲେ ନବ ନର୍ବାଚିତ କାଉନସିଲର ଓ ଉପାଧ୍ୟକ୍ଷ - ବେଲପାହାଡ ଖବର
ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌର ପରିଷଦର ନବ ନିର୍ବାଚିତ କାଉନସିଲର ଓ ଉପାଧ୍ୟକ୍ଷ ମାନେ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ବେଲପାହାଡ ପୌରାଞ୍ଚଳରେ ଉତ୍କଟ ଜଳ ସମସ୍ୟା ସହିତ ଡ୍ରେନେଜ ସମସ୍ୟା ରହିଆସିଛି । ଅଧିକ ପଢନ୍ତୁ
ଜିଲ୍ଲାପାଳଙ୍କୁ ଭେଟିଲେ ନବ ନର୍ବାଚିତ କାଉନସିଲ ଓ ଉପାଧ୍ୟକ୍ଷ
ଏହାକୁ ନେଇ ଆଜି ବେଲପାହାଡ ପୌରାଞ୍ଚଳର ୧୪ ଜଣ ବିଜେଡି କାଉନସିଲର ଓ ଉପାଧ୍ୟକ୍ଷା ଆସି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ
TAGGED:
Jharsuguda news