ଓଡିଶା

odisha

ପୁଣି ଫୁଟିଲା ଗୁଳି, ମଣ୍ଟୁ ଘୋଷ ମୃତ

By

Published : Nov 5, 2019, 10:15 PM IST

Updated : Nov 6, 2019, 8:34 AM IST

ବ୍ରଜରାଜନଗର ବଜାର ମଧ୍ୟରେ ଥିବା ଲକ୍ଷ୍ମୀ କାଫେ ନିକଟରେ ଗୁଳି ମାଡରେ ମଣ୍ଟୁ ଘୋଷ ମୃତ।

ପୁଣି ଫୁଟିଲା ଗୁଳି, ମଣ୍ଟୁ ଘୋଷ ମୃତ

ଝାରସୁଗୁଡା: ଜିଲ୍ଲାର ବ୍ରଜରାଜନଗରରେ ପୁଣି ଫୁଟିଲା ଗୁଳି । ସ୍ଥାନୀୟ ବଜାରରେ ଥିବା ଲକ୍ଷ୍ମୀ କାଫେ ନିକଟରେ ହୋଇଥିବା ଗୁଳି ମାଡରେ ମଣ୍ଟୁ ଘୋଷ ମୃତ।

ପୁଣି ଫୁଟିଲା ଗୁଳି, ମଣ୍ଟୁ ଘୋଷ ମୃତ

ତେବେ ଦୁଇ ଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗ ୱାର୍ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଥିଲେ। ମୃତକ ମଣ୍ଟୁ ଘୋଷ ହେଉଛନ୍ତି ସୋନୁ ଘୋଷଙ୍କ ଭାଇ। ଯିଏକି ବର୍ତ୍ତମାନ ଏକ ହତ୍ୟାକାଣ୍ଡ ଅଭିଯୋଗରେ ଜେଲରେ ଅଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 6, 2019, 8:34 AM IST

ABOUT THE AUTHOR

...view details