ଓଡିଶା

odisha

ETV Bharat / state

ପୁନଶ୍ଚ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଫିଜିକ୍ସ ପ୍ରଶ୍ନ ପତ୍ର ଲିକ୍ !

ଆଜି ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫିଜିକ୍ସ ପ୍ରଶ୍ନ ପତ୍ର ଲିକ୍ ହୋଇଛି । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଝରସୁଗୁଡା ଜିଲ୍ଲାର ଏଲ.ଏନ କଲେଜର ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଅଧିକ ପଢନ୍ତୁ

By

Published : Jul 15, 2022, 7:32 PM IST

ପୁନଶ୍ଚ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଫିଜିକ୍ସ ପ୍ରଶ୍ନ ପତ୍ର ଲିକ୍, ଅନ୍ଧାର ଘେରରେ ଏଲ.ଏନ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ପୁନଶ୍ଚ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଫିଜିକ୍ସ ପ୍ରଶ୍ନ ପତ୍ର ଲିକ୍, ଅନ୍ଧାର ଘେରରେ ଏଲ.ଏନ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଝାରସୁଗୁଡ଼ା: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଆଜି(ଶୁକ୍ରବାର) ଫିଜିକ୍ସ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହୋଇଛି । ଲଗାତାର ଭାବରେ ଦୁଇ ଦୁଇ ଥର ପ୍ରଶ୍ନ ପତ୍ର ଲିକ୍ ହୋଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ଆଡକୁ ଗତି କରୁଥିବା ଅଭିଯୋଗ ହୋଇଛି l ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଝରସୁଗୁଡା ଜିଲ୍ଲାର ଏଲ.ଏନ କଲେଜର ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।

ପୁନଶ୍ଚ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଫିଜିକ୍ସ ପ୍ରଶ୍ନ ପତ୍ର ଲିକ୍, ଅନ୍ଧାର ଘେରରେ ଏଲ.ଏନ କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଗତକାଲି ଏଜୁକେସନ ଏବଂ ଆଜି ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଯୋଗୁଁ ଆଜିର ପରୀକ୍ଷା ମଧ୍ୟ ବାତିଲ ହୋଇଛି l ଏହା ଆସନ୍ତା 20 ତାରିଖରେ ହେବ ବୋଲି ଏଲ.ଏନ କଲେଜର ଫିଜିକ୍ସ ଅଧ୍ୟାପକ ସୂଚନା ଦେଇଛନ୍ତି l

ଇଟିଭି ଭାରତ, ଝାରସୁଗୁଡ଼ା

For All Latest Updates

ABOUT THE AUTHOR

...view details