ଓଡିଶା

odisha

ETV Bharat / state

5 ବଗି ଛାଡି ଚାଲିଗଲା ମାଲବାହୀ ଟ୍ରେନ

ଧାରୁଆଡିହି-ବାମରା ଷ୍ଟେସନ କୁଆଁରମାଲ ନିକଟରେ ଅଘଟଣ । 5ଟି ବଗି ଛାଡି ଚାଲିଯାଇଛି ମାଲବାହୀ ଟ୍ରେନ । ଯାହା ଟ୍ରେନ ଛାଡିବାର କିଛି ସମୟ ପରେ ଡ୍ରାଇଭର ଜାଣି ପାରିଥିଲେ ।

By

Published : May 20, 2019, 6:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଧାରୁଆଡିହି-ବାମରା ଷ୍ଟେସନ କୁଆଁରମାଲ ନିକଟରେ ଅଘଟଣ । 5ଟି ବଗି ଛାଡି ଚାଲିଯାଇଛି ମାଲବାହୀ ଟ୍ରେନ । ଯାହା ଟ୍ରେନ ଛାଡିବାର କିଛି ସମୟ ପରେ ଡ୍ରାଇଭର ଜାଣି ପାରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ତେବେ ବଗି ଛାଡି ଯାଇଥିବା ଜାଣିବା ପରେ ପଛକୁ ଫେରି ପୁଣି 5ଟି ବଗିକୁ ସଂଯୋଗ କରିସାରି ଟ୍ରେନଟି ଆଗକୁ ବଢିଥିଲା । ସୂଚନା ଅନୁଯାୟୀ ଝାରସୁଗୁଡା ବ୍ରଜରାଜନଗରରୁ କୋଇଲା ନେଇ ପଶ୍ଚିମବଙ୍ଗର କୋଲାଘାଟକୁ ଟ୍ରେନଟି ଯାଉଥିବା ଜଣାପଡିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details