ଝାରସୁଗୁଡା: ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ଆତ୍ମହତ୍ୟା ଘଟଣା । ପରିବାର ଲୋକେ ଆଜି ଝାରସୁଗୁଡା ଟାଉନ ଥାନାକୁ ଆସି ଏତଲା ଦେଇଛନ୍ତି । ଗତ ୧୭ ତାରିଖରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।
ଏହା ବି ପଢନ୍ତୁ:ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ଘଟଣା: ନବ ଦାସଙ୍କ କୁଶପୁତ୍ତଳିକା ଦାହକଲା BJP