ଝାରସୁଗୁଡା: ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର 214 ନମ୍ବର ବୁଥରେ ଇଭିଏମ ଅଚଳ। ଭୋଟ ଦେବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବା ଭୋଟରଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି।
ଇଭିଏମ ଅଚଳ, ପୋଲିଂ ବୁଥରେ ଗଣ୍ଡଗୋଳ
ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର 214 ନମ୍ବର ବୁଥରେ ଗଣ୍ଡଗୋଳ। ଇଭିଏମ ଅଚଳ ହୋଇଯିବାରୁ ଉପୁଜିଛି ଏଭଳି ସମସ୍ୟା।
ଫଟୋ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା
ଗଣ୍ଡଗୋଳକୁ ଆଖିରେ ରଖି ଭୋଟ ଗ୍ରହଣ ବାତିଲ କରିବା ଦାବି କରିଛନ୍ତି ବିଜେପି ବିଧାୟିକା ପ୍ରାର୍ଥୀ କୁସୁମ ଟେଟେ। ପୋଲିଂ ବୁଥରେ 5 ଟି ଇଭିଏମ ବଦଳାଇବା ପରେ ମଧ୍ୟ ଭୋଟ ଗ୍ରହଣ ହୋଇ ପାରିନାହିଁ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ
Last Updated : Apr 18, 2019, 3:36 PM IST