ଝାରସୁଗୁଡା: ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ । କୋଭିଡ଼-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟି ରେ ରଖି ୧୨ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ କଲା ଜିଲ୍ଲା ପ୍ରଶାସନ । ଝାରସୁଗୁଡା ପୌର ପରିଷଦ ଅନ୍ତର୍ଗତ ୮ଟି ଅଞ୍ଚଳ, କିର୍ମିରା ବ୍ଲକର ୩ଟି ଅଞ୍ଚଳ ସହ ଲଖନପୁର ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ।
ବୃଦ୍ଧି ପାଉଛି ସଂକ୍ରମଣ, ଝାରସୁଗୁଡାକୁ ଫେରିଲା କଣ୍ଟେନମେଣ୍ଟ - corona cases
ଝାରସୁଗୁଡାକୁ ଫେରିଲା କଣ୍ଟେନମେଣ୍ଟ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ୧୨ଟି ସ୍ଥାନକୁ ପ୍ରଶାସନର ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା । ଅଧିକ ପଢନ୍ତୁ...
ବୃଦ୍ଧି ପାଉଛି ସଂକ୍ରମଣ, ଝାରସୁଗୁଡାକୁ ଫେରିଲା କଣ୍ଟେନମେଣ୍ଟ
ବେହେରାମାଲ, ସରବାହଲ,ବମ୍ବେଛକ,ଝଣ୍ଡାଛକ, ରେଳବାଇ କଲୋନୀ, କବରସ୍ତାନପଡା,ପିପିଲିମାଲ, ମାଲୁଆପଡା, ନକ୍ସାପାଲି, କୂଟରାଚୁଆଁ ପ୍ରଭୃତି ସ୍ଥାନରେ କରାଗଲା କଣ୍ଟେନମେଣ୍ଟ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ