ଓଡିଶା

odisha

ETV Bharat / state

ଭୋଟ ଦେଲେ ରାଧାରାଣୀ

ବ୍ରଜରାଜନଗର ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢୁଥିବା ରାଧାରାଣୀ ପଣ୍ଡା ସ୍ଥାନୀୟ ଓପିଏମ୍ ଗାର୍ଲ ହାଇସ୍କୁଲର 209 ନମ୍ବର ବୁଥ୍‌ରେ ମତଦାନ କରିଛନ୍ତି। ନିର୍ବାଚନରେ ଭାଗନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

By

Published : Apr 18, 2019, 12:13 PM IST

Updated : Apr 18, 2019, 12:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

ଝାରସୁଗୁଡା: ଚଳିତ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏପଟେ ଆଜି ବରଗଡ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବ୍ରଜରାଜନଗର ଏବଂ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଝାରସୁଗୁଡା

ବ୍ରଜରାଜନଗର ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ବୀତା କରୁଥିବା ରାଧାରାଣୀ ପଣ୍ଡା ସ୍ଥାନୀୟ ଓପିଏମ୍ ଗାର୍ଲ ହାଇସ୍କୁଲର 209 ନମ୍ବର ବୁଥ୍‌ରେ ମତଦାନ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଏକ ବଳିଷ୍ଠ ଏବଂ ଦୁର୍ନିତୀମୁକ୍ତ ରାଷ୍ଟ୍ର ଗଠନ କରିବାକୁ ହେଲେ ଗଣତାନ୍ତ୍ରିକ ନିର୍ବାଚନ ପ୍ରକିୟାରେ ମତଦାନ କରିବା ଆବଶ୍ୟକ।


ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 18, 2019, 12:26 PM IST

ABOUT THE AUTHOR

...view details