ଓଡିଶା

odisha

By

Published : May 30, 2022, 10:10 PM IST

ETV Bharat / state

Brajarajnagar By Poll: ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ ଏବଂ ନିର୍ବାଚନ କମିଶନ

ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ ପାଇଁ କମିଶନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ପୁଲିଂ ଏଜେଣ୍ଟ ମାନେ ନିଜ ନିଜ ବୁଥରେ ପହଞ୍ଚି ସାରିଥିବା ବେଳେ ପୋଲିସ ପ୍ରଶାସନ ୧୨ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ ପ୍ଲାଟୁନ ମୂତୟନ ରହିଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସପି । ଅଧିକ ପଢନ୍ତୁ

Tomorrow Brajarajnagar By Poll: ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ ଏବଂ ନିର୍ବାଚନ କମିଶନ
Tomorrow Brajarajnagar By Poll: ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ ଏବଂ ନିର୍ବାଚନ କମିଶନ

ଝାରସୁଗୁଡା: ଆସନ୍ତାକାଲି(ମଙ୍ଗଳବାର) ବ୍ରଜରାଜନଗର ଉପନିର୍ବାଚନ । ଏନେଇ ନିର୍ବାଚନ କମିଶନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚରମ ପର୍ଯ୍ୟାୟରେ ପହଞ୍ଚିଛି । ୨୭୯ଟି ବୁଥ ଏବଂ ୬୦ଟି ସେନ୍ସିଟିଭ ବୁଥ ରହିଛି । ପୁଲିଂ ଏଜେଣ୍ଟ ମାନେ ନିଜ ନିଜ ବୁଥରେ ପହଞ୍ଚି ସାରିଥିବା ବେଳେ ପୋଲିସ ପ୍ରଶାସନ ୧୨ ପ୍ଲାଟୁନ ଫୋର୍ସ, ୩ କମ୍ପାନୀ ସିଆରପିଏଫ ପ୍ଲାଟୁନ ମୂତୟନ ରହିଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସପି ।

Tomorrow Brajarajnagar By Poll: ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ ଏବଂ ନିର୍ବାଚନ କମିଶନ

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିବା ସହ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ କରିବା ପାଇଁ ସମସ୍ତ କାର୍ଯ୍ୟବଧି ଶେଷ ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details