ଯାଜପୁର: କେନ୍ଦ୍ରାପଡା ଜିଲ୍ଲାର ଯୁବ ସାମ୍ବାଦିକ ଭୀମସେନ ସେଠୀଙ୍କୁ ମହିଳା କନେଷ୍ଟବଳଙ୍କ ଆକ୍ରମଣ କରିବା ଘଟଣା । ଏହାକୁ ନେଇ ପ୍ରତିବାଦ କରାଯାଇଛି । ସୁକିନ୍ଦା ସାମ୍ବାଦିକ ସଂଘ ତରଫରୁ କଳିଙ୍ଗନଗର ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ସାମ୍ବାଦିକଙ୍କୁ ମାଡ ମରା ଘଟଣା, ପ୍ରତିବାଦ କଲା ସୁକିନ୍ଦା ସାମ୍ବାଦିକ ସଂଘ - ସାମ୍ବାଦିକଙ୍କୁ ମାଡ ମରା ଘଟଣା
ସୁକିନ୍ଦା ସାମ୍ବାଦିକ ସଂଘ ତରଫରୁ ପ୍ରତିବାଦ ସଭା । ଯୁବ ସାମ୍ବାଦିକ ଭୀମସେନ ସେଠୀଙ୍କୁ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରିବା ନେଇ କରାଗଲା ପ୍ରତିବାଦ । ଅଧିକ ପଢନ୍ତୁ....
ସାମ୍ବାଦିକଙ୍କୁ ମାଡ ମରା ଘଟଣା : ସୁକିନ୍ଦା ସାମ୍ବାଦିକ ସଂଘ କଲା ପ୍ରତିବାଦ ସଭା
ଏହି ପ୍ରତିବାଦ ସଭାରେ ସୁକିନ୍ଦା ସାମ୍ବାଦିକ ସଂଘର ପ୍ରେମଲତା ବେହେରାଙ୍କ ନେତୃତ୍ବରେ ହୋଇଥିଲା । ଏଥିରେ ବହୁ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ । ଏବଂ ଖୁବ ଶିଘ୍ର ନ୍ୟାୟ ଦାବି କରିଥିଲା ସଂଘ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ