ଓଡିଶା

odisha

ETV Bharat / state

ନମାଜ ପାଠ ପରେ ବୈତରଣୀରେ ବୁଡିଗଲେ 2

ରମଜାନ ଓଷା ଲାଗି ନମାଜ ପାଠ ସାରି ୫ ଜଣ ମୁସଲିମ ଯୁବକ ଯାଜପୁର ରୁଢିଆ ନିକଟସ୍ଥ ଆନିକଟକୁ ଗାଧୋଇବାକୁ ଯାଇଥିବା ବେଳେ ବୈତରଣୀ ନଦୀରେ ବୁଡ଼ି ୨ଜଣ ପ୍ରାଣ ହରାଇଛନ୍ତି ।

By

Published : May 14, 2019, 8:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ିଗଲେ ୨ । ରମଜାନ ଓଷା ଲାଗି ନମାଜ ପାଠ ସାରି ୫ ଜଣ ମୁସଲିମ ଯୁବକ ଯାଜପୁର ରୁଢିଆ ନିକଟସ୍ଥ ଆନିକଟକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ମୃତକମାନେ ହେଲେ ଯାଜପୁର ଟାଉନ ଅଂଚଳର ଅନ୍ବାର ହୁଦା ଓ ହରିପୁର ଅଂଚଳର ମୋଜାସମ । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details