ଓଡିଶା

odisha

By

Published : Jan 21, 2020, 11:45 PM IST

ETV Bharat / state

ନୀଳାଚଳ ଇସ୍ପାତ ପୁଞ୍ଜି ପ୍ରତ୍ୟାହାର ବିରୋଧ ଗଣଧାରଣାକୁ ନିରଞ୍ଜନଙ୍କ ସମର୍ଥନ

ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗ। ଏହାର ବିରୋଧରେ ନେଇ ଜାରି ରହିଥିବା ଗଣଧାରଣାକୁ ସମର୍ଥନ ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

pcc-president-visit-to-nilachala-company
pcc-president-visit-to-nilachala-company

ଯାଜପୁର: ନୀଳାଚଳ ଇସ୍ପାତ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗ। ଏହାର ବିରୋଧରେ ନେଇ ଜାରି ରହିଥିବା ଗଣଧାରଣାକୁ ସମର୍ଥନ ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ନୀଳାଚଳ ଇସ୍ପାତ ପୁଞ୍ଜି ପ୍ରତ୍ୟାହାର ବିରୋଧ ଗଣଧାରଣାଙ୍କୁ ନିରଞ୍ଜନଙ୍କ ସମର୍ଥନ

ଏହି ବିରୋଧ ସଭାରେ ଆଇ.ଏନ.ଟି.ୟୁ.ସି ନେତା ରାମଚନ୍ଦ୍ର ଖୁଣ୍ଟିଆ ଓ ବିଭିନ୍ନ ଟ୍ରେଡ୍ ୟୁନିୟନ ନେତା ଉପସ୍ଥିତ ରହିଥିଲେ। କାରଖାନା ସମ୍ମୁଖରେ ଶ୍ରମିକଙ୍କ ସହ ଧାରଣାରେ ବସିବା ସହ ପ୍ରତିବାଦ ସଭାରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି ପିସିସି ସଭାପତି ।

ଯାଜପୁର ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details