ଓଡିଶା

odisha

ETV Bharat / state

ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣା: ଦୋଷୀକୁ ଆଜୀବନ କାରାଦଣ୍ଡ

ଦାନଗଦୀ ବ୍ଲକ ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଯାଜପୁର ରୋଡ କୋର୍ଟ ଅତିରିକ୍ତ ଦୌରାଜଜ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ 2ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।

jajpur
ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣା: ଦୋଷୀକୁ ଆଜୀବନ କାରାଦଣ୍ଡ

By

Published : Jan 7, 2020, 4:26 AM IST

ଯାଜପୁର: ଦାନଗଦୀ ବ୍ଲକ ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଯାଜପୁର ରୋଡ କୋର୍ଟ ଅତିରିକ୍ତ ଦୌରାଜଜ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ 2ଲକ୍ଷ ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଦାନିଆବରର ନାବାଳକ ହତ୍ୟାକାଣ୍ଡ ଘଟଣା: ଦୋଷୀକୁ ଆଜୀବନ କାରାଦଣ୍ଡ

ଗତ 2017 ଜାନୁଆରୀ 12 ତାରିଖରେ ଦୋଷୀ ଅଜଗର ଅଲ୍ଲୀ ନିଜ ଭଣଜାକୁ ହତ୍ୟା କରିଥିଲା । ପାରିବାରିକ ବିବାଦକୁ ନେଇ ସେ ନିଜ ଭଣଜାକୁ ଖଣ୍ଡଖଣ୍ଡ କରି ହାଣି ହତ୍ୟା କରିଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details