କ୍ବାରେଣ୍ଟାଇନରେ ଚିକିତ୍ସା କରିଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀ - ଯାଜପୁର ନ୍ୟୁଜ

jajpur-collector-pressmeet
12:56 April 21
କ୍ବାରେଣ୍ଟାଇନରେ 3ଜଣ ଡାକ୍ତର ଏବଂ 19 ଜଣ ପାରାମେଡିକାଲ କର୍ମଚାରୀ
କ୍ବାରେଣ୍ଟାଇନରେ ଚିକିତ୍ସା କରିଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀ
ଯାଜପୁର: ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ଆଶଙ୍କା । ସୋମବାର ଚିହ୍ନଟ କୋରୋନା ସଂକ୍ରମିତଙ୍କ ମଧ୍ୟରୁ କେତେକ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ । ସେଥିପାଇଁ ଡାକ୍ତରଖାନାର ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ସଂକ୍ରମିତ ହୋଇଥିବା ଆଶଙ୍କା ରହିଛି ।
3 ଜଣ ଡାକ୍ତର ଏବଂ 19 ଜଣ ପାରାମେଡିକାଲ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Apr 21, 2020, 4:14 PM IST