ଓଡିଶା

odisha

ETV Bharat / state

ବିଦ୍ୟାଳୟରୁ ଚୋରି ଉଦ୍ୟମ ଘଟଣାରେ ସୂଚନାଦାତାଙ୍କୁ ହତ୍ୟା ଧମକ

ମହାବିଦ୍ୟାଳୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ସୂଚନାଦାତା ସୁଶାନ୍ତ କୁମାର ଜେନାଙ୍କୁ ହତ୍ୟା ଧମକ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବିଦ୍ୟାଳୟରୁ ଚୋରି ଉଦ୍ୟମ ଘଟଣାରେ ସୂଚନାଦାତାଙ୍କୁକ ହତ୍ୟା ଧମକ
ବିଦ୍ୟାଳୟରୁ ଚୋରି ଉଦ୍ୟମ ଘଟଣାରେ ସୂଚନାଦାତାଙ୍କୁକ ହତ୍ୟା ଧମକ

By

Published : Jun 17, 2021, 9:08 AM IST

ଯାଜପୁର:ବିଦ୍ୟାଳୟରୁ ଚୋରି ଉଦ୍ୟମ ଘଟଣାରେ ସୂଚନାଦାତାଙ୍କୁ ହତ୍ୟା ଧମକ । ଯାଜପୁର ମଙ୍ଗଳପୁର ଥାନା ଅଧିନ କୟାଁପଞ୍ଚାୟତ ଦୁବକଣସ୍ଥିତ ଜୟଚଣ୍ଡି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ସୂଚନାଦାତା ସୁଶାନ୍ତ କୁମାର ଜେନାଙ୍କୁ ହତ୍ୟା ଧମକ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ବିଦ୍ୟାଳୟରୁ ଚୋରି ଉଦ୍ୟମ ଘଟଣାରେ ସୂଚନାଦାତାଙ୍କୁକ ହତ୍ୟା ଧମକ

ସୂଚନା ମୁତାବକ ଗତ 11 ତାରଖରେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଚୋରି ହେବା ସମୟରେ ସୁଶାନ୍ତ ଦେଖି ପୋଲିସ ଖବର ଦେଖଥିଲେ । ଏନେଇ ମଙ୍ଗଳପୁର ପୋଲିସ ଜଣେ ଚୋରକୁ ଧରିବା ସହ ବ୍ୟବହୃତ ହୋଇଥିବା ଗାଡ଼ି ଜବତ କରିଥିଲା । ଚୋରି ଘଟଣାର ଫେରାର ହୋଇଥିବା ଅନ୍ୟ ସହଯୋଗୀଙ୍କୁ ପୋଲିସ ଅନୁସନ୍ଧାନ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଏହି ଘଟଣାକୁ ନେଇ ଗିରଫ ହୋଇଥିବା ପ୍ରତାପ ରାୟଙ୍କ ପରିବାର ଲୋକେ ସୂଚନାଦାତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ସୁଶାନ୍ତ ଏ ନେଇ ମଙ୍ଗଳପୁଚର ଥାନାରେ ଲିଖିତ ଅିଯୋଗ କରିଛନ୍ତି । ତାଙ୍କୁ ନ୍ୟାୟ ଦେବାକୁ ସେ ନିବେଦନ କରିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details