ଓଡିଶା

odisha

ETV Bharat / state

ଲୁଡୋ ତାସର ଆସରରେ ଜମୁଛି ପହିଲି ରଜ

ଆଜି ପହିଲି ରଜ । ରଜ ପାଇଁ ଚାରିଆଡେ ହୋଇଉଠିଛି ସଜବାଜ ଓ ଉତ୍ସବ ମୁଖର । ଯାଜପୁର ଜିଲ୍ଲାର ପୁରପଲ୍ଲୀରେ ବଡ ଧୁମଧାମରେ ପାଳିତ ହେଉଛି ଏହି ରଜ ଉତ୍ସବ । ସହର ବଜାର ମଧ୍ୟ ଏଥିରୁ ବାଦପଡିନି ।

By

Published : Jun 14, 2019, 11:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଆଜି ପହିଲି ରଜ । ରଜ ପାଇଁ ଚାରିଆଡେ ହୋଇଉଠିଛି ସଜବାଜ ଓ ଉତ୍ସବ ମୁଖର । ଯାଜପୁର ଜିଲ୍ଲାର ପୁରପଲ୍ଲୀରେ ବଡ ଧୁମଧାମରେ ପାଳିତ ହେଉଛି ଏହି ରଜ ଉତ୍ସବ । ସହର ବଜାର ମଧ୍ୟ ଏଥିରୁ ବାଦପଡିନି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବ୍ୟାସନଗର ସହରର କୋପଣ୍ଡ ଅଞ୍ଚଳରେ ମା ଥାନପତିଙ୍କ ପଡିଆରେ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ଯୁବକ ଯୁବତୀ ମାନେ ମହାଆଡମ୍ବରରେ ପାଳୁଛନ୍ତି ରଜ ଉତ୍ସବ ।

ଦୋଳିଖେଳ,ତା ସାଙ୍ଗକୁ ରଜଗୀତର ଆରମ୍ଭ ହୋଇଛି ବିଭିନ୍ନ ପ୍ରତିଯୋଗିତା । ସେସବୁ ହେଲା ମୁରୁଜ, ମେହେନ୍ଦି, ରଜ ସଜବାଜ, ଲୁଡୁଓ ତାସ ଖେଳର ପ୍ରତିଯୋଗିତା । ଗାଁର ଝିଅ ବୋହୂ ମାନେ ରଜ ଗୀତ ଗାଇ ରଜଦୋଳି ଖେଳିବାର ଦୃଶ୍ୟ ବେଶ ଚିତାକର୍ଷକ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details