ଓଡିଶା

odisha

ETV Bharat / state

2 ଗଞ୍ଜେଇ ଚୋରା ବ୍ୟବସାୟୀଙ୍କୁ ସଶ୍ରମ କାରାଦଣ୍ଡାଦେଶ

2 ଗଞ୍ଜେଇ ଚୋରା ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲ୍ଲା ଦୌରାଜଜ । ଗତ ୨୦୧୭ ମସିହା ଡିସେମ୍ବର ୬ ତାରିଖରେ କୁଆଖିଆ ଥାନା କଲଣ ଗାଁରେ ଧର୍ମଶାଳା ଅବକାରୀ ବିଭାଗ ଚଢ଼ାଉ କରି 2 ବ୍ୟବସାୟୀଙ୍କ ଘରୁ 55 କେଜି ଗଞ୍ଜେଇ ଜବତ ହୋଇଥିଲା ।

By

Published : Mar 14, 2020, 4:55 PM IST

2 Cannabis smugglers sentenced to life in prison
2 ଗଞ୍ଜେଇ ଚୋରା ବ୍ୟବସାୟୀଙ୍କୁ ସଶ୍ରମ କାରାଦଣ୍ଡାଦେଶ

ଯାଜପୁର: 2 ଗଞ୍ଜେଇ ଚୋରା ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲ୍ଲା ଦୌରାଜଜ ।

2 ଗଞ୍ଜେଇ ଚୋରା ବ୍ୟବସାୟୀଙ୍କୁ ସଶ୍ରମ କାରାଦଣ୍ଡାଦେଶ

ଗତ ୨୦୧୭ ମସିହା ଡିସେମ୍ବର ୬ ତାରିଖରେ କୁଆଖିଆ ଥାନା କଲଣ ଗାଁରେ ଧର୍ମଶାଳା ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଏହି ସମୟରେ ଟିମସେନ ସାହୁ ଏବଂ ସୁରେନ୍ଦ୍ର ସାହୁଙ୍କ ଘରୁ ୫୫ କେଜି ଗଞ୍ଜେଇ ଜବତ କରିଥିଲା ବିଭାଗ । ଘଟଣାର ବିଚାର କରି ୪ ଜଣ ସାକ୍ଷ୍ୟଙ୍କ ଠାରୁ ବୟାନ ରେକର୍ଡ କରିବା ପରେ ଶନିବାର ଜିଲ୍ଲା ଦୌରାଜଜ ଉଭୟଙ୍କୁ ସଶ୍ରମ କାରାଦଣ୍ଡାଦେଶ ସହ 1 ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details