ଓଡିଶା

odisha

ETV Bharat / state

ଜଗତସିଂହପୁରରେ ଏଟିଏମ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ଜଗତସିଂହପୁର ବଡବଜାର ନିକଟ ୟୁନାଇଟେଡ ବ୍ୟାଙ୍କ ପାଖରେ ଥିବା ଏଟିଏମକୁ ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଛି ।

By

Published : Jun 3, 2019, 10:07 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଲୁଟେରାଙ୍କ ଟାର୍ଗେଟରେ ଏଟିଏମ । ଜଗତସିଂହପୁର ବଡବଜାର ନିକଟ ୟୁନାଇଟେଡ ବ୍ୟାଙ୍କ ପାଖରେ ଥିବା ଏଟିଏମକୁ ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଟଙ୍କା ଲୁଟ ହୋଇଥିବା ପୋଲିସର ସନ୍ଦେହ । ବ୍ୟାଙ୍କ କର୍ତ୍ତୃପକ୍ଷ ଆସିବା ପରେ ଲୁଟ ସମ୍ପର୍କରେ ଜଣାପଡିବ ବୋଲି ପୋଲିସର ସୂଚନା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details