ଜଗତସିଂହପୁର: ଅମ୍ଫାନ ପ୍ରଭାବରେ ଜଗତସିଂହପୁର ଜିଲ୍ଲାର ପାରାଦୀପ, କୁଜଙ୍ଗ, ବାଲିକୁଦା, ଏରସମା, ରଘୁନାଥପୁର ଓ ବିରିଡି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଛି । ମଙ୍ଗଳବାର ରାତିରୁ ଘଣ୍ଟା ପ୍ରତି 120ରୁ 150 କିଲୋମିଟର ବେଗରେ ପବନ ବହୁଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
ଜଗତସିଂହପୁରରେ ଅମ୍ଫାନ ଆତଙ୍କ, 120 ରୁ 150 କିମି ବେଗରେ ବହୁଛି ପବନ
ଜଗତସିଂହପୁରରେ ଅମ୍ଫାନର ପ୍ରଭାବ । ମଙ୍ଗଳବାର ରାତିରୁ ଘଣ୍ଟା ପ୍ରତି 120ରୁ 150 କିଲୋମିଟର ବେଗରେ ପବନ ବହୁଥିବା ବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଅଧିକ ପଢନ୍ତୁ...
ବଢୁଛି ପବନ, ଅମ୍ଫାନକୁ ନେଇ ଆତଙ୍କିତ ଜଗତସିଂହପୁରବାସୀ
ମଙ୍ଗଳବାର ସକାଳ ସୁଦ୍ଧା ପବନ ବଢିବା ସହିତ ବର୍ଷାର ପ୍ରକୋପ ମଧ୍ୟ ବଢିଛି । ଜିଲାର କେତେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଥିବା ବେଳେ କଚ୍ଚା ଘର ଭାଙ୍ଗି ଯାଇଥିବା ଖବର ମିଳିଛି । ତେବେ ଜିଲ୍ଲାରେ ଗତ ମଙ୍ଗଳବାର ଠାରୁ ବିଦ୍ୟୁତ ସରବରାହ ସହ ମୋବାଇଲ ସେବା ବନ୍ଦ ରହିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ