ଜଗତସିଂହପୁର: ଜିଲ୍ଲାରେ କୋଭିଡ ଟିକାକରଣର ନେଇ ଟାସ୍କଫୋର୍ସର ମିଳିତ ବୈଠକ ଜିଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି । କୋଭିଡ-୧୯ ଟିକାକରଣ ନିମନ୍ତେ ଡାଟାବେସ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିବା କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ଜିଲ୍ଲାସ୍ତରୀୟ କୋଭିଡ ଟିକାକରଣ ପାଇଁ ପ୍ରସ୍ତୁତି - district-level covid vaccination meeting
ଜଗତସିଂହପୁର ଜିଲ୍ଲାରେ କୋଭିଡ ଟିକାକରଣର ଟାସ୍କଫୋର୍ସର ମିଳିତ ବୈଠକ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...
ଜିଲ୍ଲାସ୍ତରୀୟ କୋଭିଡ ଟିକାକରଣ ଜିଲ୍ଲାସ୍ତରୀୟ କୋଭିଡ ଟିକାକରଣ
ଜିଲ୍ଲାରେ ୩୪ ଟି ଟ୍ରାଜବିଟ୍ ପଏଣ୍ଟ ଖୋଲାଯିବା ସହ ୬୮ ଜଣ ଭ୍ୟାକ୍ସିନେଟରଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାରେ ୨୯୮ଟି ହାଇରିସ୍କ କାମ କରୁନଥିବା ଚିହ୍ନଟ କରାଯାଇଛି । ତେବେ ଜିଲ୍ଲାରେ କିପରି ସବୁ ବ୍ୟକ୍ତି କୋରୋନା ଟିକା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । କରୋନା ଟିକାକରଣ ପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ବ୍ୟାପକ ପ୍ରସ୍ତୁତି ଶେଷ କରିଛି । ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ବିଜୟା ପଣ୍ଡା,ଏଡିଏମଓ ପ୍ରମୋଦ ବାରିକ ପ୍ରମୁଖ ଯୋଗଦେଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ