ଓଡିଶା

odisha

ETV Bharat / state

ବିଜେଡି ଉପରେ ବର୍ଷିଲେ ରାଜ୍ୟ ବିଜେପି ପ୍ରଭାରୀ - ବଲାଙ୍ଗୀର

ଚଳିତ ନିର୍ବାଚନରେ ବିଜେପି ରାଜ୍ୟରେ ସରକାର ଗଢିବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିଂ । ଏହାସହ ସେ କହିଛନ୍ତି ଯେ ୧୯ ବର୍ଷ ଶାସନରେ ନବୀନ ସରକାର ପିସି କାରବାର, ଦୁଷ୍କର୍ମ, ବେକାରୀ ଅପପୃଷ୍ଟି ଆଦି କ୍ଷେତ୍ରରେ ଓଡିଶାକୁ ନମ୍ବର 1କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

By

Published : Apr 17, 2019, 9:45 PM IST

ଜଗତସିଂହପୁର: ସାଧାରଣ ନିର୍ବାଚନରେ ନିଜ ନିଜ ପ୍ରଚାରରେ ଲାଗିଛନ୍ତି ସମସ୍ତ ଦଳର ରାଜନେତା । ଏହି କ୍ରମରେ ଆଜି(ବୁଧବାର) ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ରାଜ୍ୟ ବିଜେପ ପ୍ରଭାରୀ ଅରୁଣ ସିଂ । ନବୀନ ସରକାର ଓଡିଶାରେ ଗୁଣ୍ଡାଗର୍ଦ୍ଦି ସରକାର ଚଳାଇଥିବା ଅଭିୟୋଗ ଆଣିଛନ୍ତି ସେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଚଳିତ ନିର୍ବାଚନରେ ବିଜେପି ରାଜ୍ୟରେ ସରକାର ଗଢିବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିଂ । ଏହାସହ ସେ କହିଛନ୍ତି ଯେ ୧୯ ବର୍ଷ ଶାସନରେ ନବୀନ ସରକାର ପିସି କାରବାର, ଦୁଷ୍କର୍ମ, ବେକାରୀ ଅପପୃଷ୍ଟି ଆଦି କ୍ଷେତ୍ରରେ ଓଡିଶାକୁ ନମ୍ବର 1କରିଛନ୍ତି ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details