ଜଗତସିଂହପୁରରେ 2 କୋରୋନା ସନ୍ଦିଗ୍ଧ ଚିହ୍ନଟ - କୋରୋନା ଭାଇରସ
21:04 March 16
ଜଗତସିଂହପୁର ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ୨ କରୋନା ସଂଦିଗ୍ଧ ଚିହ୍ନଟ । ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଏସିବିକୁ ସ୍ତାନାନ୍ତର । ଅଧିକ ପଢନ୍ତୁ...
ଜଗତସିଂହପୁର: ଜିଲ୍ଲାର ମଣିଜଙ୍ଗାରେ 2 ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ । ପ୍ରଥମେ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।
ତେବେ ପ୍ରଶାସନର ନିଷ୍ପତ୍ତି ଅନୁସାରେ ପିଡିତଙ୍କ ପରିଚୟ ପ୍ରକାଶ କରାଯାଇନାହିଁ । ସୂଚନାଯୋଗ୍ୟଯେ, ୨ ସନ୍ଦିଗ୍ଧ କିଛି ଦିନ ତଳେ କେରଳରୁ ଫେରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ