ଓଡିଶା

odisha

By

Published : Nov 17, 2019, 11:28 AM IST

ETV Bharat / state

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, 2 ଗିରଫ

ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହେଇଛି। ଏ ଘଟଣାରେ ଜଡିତ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି।

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, 2 ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହେଇଛି। ଏ ଘଟଣାରେ ପୋଲିସ ଜଣେ ନାବାଳକ ସମେତ ଦୁଇ ଜଣଙ୍କୁ ଗିରଫ କରିଛି।

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, 2 ଗିରଫ

ଅଷ୍ଟମ ଶ୍ରେଣୀର ପଢୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ ସହ ଭିଡ଼ିଓ ଭାଇରାଲ କରିବା ଘଟଣାରେ ଜଣେ ନାବାଳକକୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ଏହାସହ ଅନ୍ୟ ଏକ ଘଟଣାରେ ଜଣେ ସାତ ବର୍ଷର ନାବାଳିକାଙ୍କୁ ଗାଁ ଦାଣ୍ଡରୁ ଟେକି ନେଇ ଦୁଷ୍କର୍ମ କରିବା ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ସେହି ଗ୍ରାମର ବାବୁ ମଳିକ ବୋଲି ଜଣାପଡିଛି। ପୀଡିତା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପରେ ଡ଼ାକ୍ତରୀ ମାଇନା କରାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details