ବ୍ରହ୍ମପୁର: ବିଜୟୀ ହେଲେ ବିକ୍ରମ । ଭଞ୍ଜନଗର ଆସନରୁ ପୁଣି ବାଜି ମାରିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । 1995 ମସିହାରୁ ଲଗାତାର ଜିତି ଆସୁଛନ୍ତି ସେ । ବିକ୍ରମଙ୍କ ବିଜୟ ପରେ ସମର୍ଥକମାନେ ବର୍ତ୍ତମାନ ସେଲିବ୍ରେସନ ମୁଡରେ ରହିଛନ୍ତି ।
ବିକ୍ରମଙ୍କ ବିଜୟ ଯାତ୍ରା ଜାରି
ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ସବୁ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ବିଜୟୀ ହେଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେଲିବ୍ରେସନ ମୁଡରେ ସମର୍ଥକ ।
ଫାଇଲ ଫଟୋ
ସେପଟେ ପାଳଲହଡା, ଆଠମଲ୍ଲିକ, କାମାକ୍ଷାନଗର, ଡାବୁଗାଁ, ଆସ୍କା, ଚମ୍ପୁଆ, ଧର୍ମଶାଳା, ବଡଚଣା, ଝରିଗାଁ ଏବଂ ନବରଙ୍ଗପୁର ଆସନରୁ ମଧ୍ୟ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଉମରକୋଟରେ ବିଜେପି ତାର ଜଲୱା ଦେଖାଇଛି ।