ଭଞ୍ଜନଗର: କରୋନା ମହାମାରୀ ଦିନକୁ ଦିନ ଉଗ୍ରରୂପ ନେଉଥିବାବେଳେ ଏହାର ମୁକାବିଲା ନିମନ୍ତେ ଛୋଟରୁ ବଡ ସମସ୍ତେ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୂର୍ତ୍ତ ବିଭାଗର ସମସ୍ତ କର୍ମଚାରୀ ସେମାନଙ୍କ ଏକ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦିନକ ଦରମା ଦେଲେ ପୂର୍ତ୍ତ ବିଭାଗ କର୍ମଚାରୀ - ଗଞ୍ଜାମ ନ୍ୟୁଜ
ଗଞ୍ଜାମ ଜିଲ୍ଲା ପୂର୍ତ୍ତ ବିଭାଗର ସମସ୍ତ କର୍ମଚାରୀ ସେମାନଙ୍କ ଏକ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 1 ଦିନର ଦରମା ଦେଲେ ପୂର୍ତ୍ତ ବିଭାଗ କର୍ମଚାରୀ
ତେବେ ମୋଟ 1,16000ର ଟଙ୍କା ସେମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଜରିଆରେ ପ୍ରଦାନ କରିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ