ଓଡିଶା

odisha

ETV Bharat / state

ଫ୍ଲାଇଁ ସ୍କ୍ବାର୍ଡ ଜାଲରେ ବିଜେଡି କର୍ମୀଙ୍କ ସହ ନଗଦ 50 ହଜାର ଟଙ୍କା - ବିଜେଡି

ସୋରଡା ଜରଉ ଛକଠାରେ ଫ୍ଲାଇଂ ସ୍କ୍ବାର୍ଡର ରେଡ୍‌ । ଫଳରେ ଜବତ ହୋଇଛି ନଗଦ 50 ହଜାର ଟଙ୍କା । ଘଟଣାରେ ଅମ୍ବିକା ଦାଶ ନାମକ ଜଣେ ବିଜେଡି କର୍ମୀଙ୍କର ସମ୍ପୃକ୍ତି ଥିବାରୁ ସୋରଡା ପୋଲିସ ତାଙ୍କୁ ଅଟକ ରଖିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Apr 16, 2019, 10:06 PM IST

ଭଞ୍ଜନଗର: ସୋରଡା ଜରଉ ଛକଠାରେ ଫ୍ଲାଇଂ ସ୍କ୍ବାର୍ଡର ରେଡ୍‌ । ଫଳରେ ଜବତ ହୋଇଛି ନଗଦ 50 ହଜାର ଟଙ୍କା । ଘଟଣାରେ ଅମ୍ବିକା ଦାଶ ନାମକ ଜଣେ ବିଜେଡି କର୍ମୀଙ୍କର ସମ୍ପୃକ୍ତି ଥିବାରୁ ସୋରଡା ପୋଲିସ ତାଙ୍କୁ ଅଟକ ରଖିଛି ।

ତେବେ ଏତେ ପରିମାଣର ଅର୍ଥ ସେ କୁଆଡେ ନେଉଥିଲେ ଏବଂ କେଉଁଠୁ ଏତେ ଅର୍ଥ ଆଣିଥିଲେ, ସେନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details