ଓଡିଶା

odisha

ETV Bharat / state

ଫନି ଆସିବା ପୂର୍ବରୁ ଭାସିଗଲା ଡଙ୍ଗା

ସାମୁଦ୍ରିକ ଝଡ ଫନି ପ୍ରଭାବରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡାରେ କିଛି ମତ୍ସଜୀବିଙ୍କ ଡଙ୍ଗା ବୁଡିଯାଉଥିବା ସମୟରେ ଉଦ୍ଧାର କଲା ପ୍ରଶାସନ ।

By

Published : May 2, 2019, 11:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଫନି ପ୍ରଭାବରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ଏବଂ ଆଖପାଖ ଅଞ୍ଚଳରେ ଥିବା ମତ୍ସଜୀବିଙ୍କ କେତେକ ଡଙ୍ଗା ଭାସି ଯାଉଥିବା ବେଳେ ସ୍ଥାନୀୟ ପ୍ରାଶାସନ ସହାୟତାରେ ଏହାକୁ କେତେକ ବ୍ୟକ୍ତି ବିଶେଷ ଉଦ୍ଧାର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହାପରେ ମତ୍ସଜୀବୀଙ୍କ ଡଙ୍ଗା ଓ ଜାଲ ସୁରକ୍ଷିତ ସ୍ଥାନରେ ରଖିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପ୍ରଶାସନ ପକ୍ଷରୁ କିଭଳି ଡଙ୍ଗା ଗୁଡିକୁ ଉଦ୍ଧାର କରାଯାଇଥିଲା ସେନେଇ ସ୍ଥାନୀୟ ରଙ୍ଗେଇଲୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲାଚନା କରିଥିଲେ ଆମ ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details