ଓଡିଶା

odisha

ETV Bharat / state

ହଷ୍ଟେଲରେ ଗ୍ୟାସ ଟାଙ୍କି ଫାଟି ତିନି ଛାତ୍ର ଆହତ - ମ୍.କେ.ସି.ଜି ମେଡିକାଲ

ଗ୍ୟାସ ଟାଙ୍କି ଫାଟି ବ୍ରହ୍ମପୁର ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ପ୍ରଥମ ଛାତ୍ରାବାସରେ ତିନି ଛାତ୍ର ଆହତ । ଆହତ ଛାତ୍ରଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Aug 6, 2019, 9:08 PM IST

ବ୍ରହ୍ମପୁର: ସହର ଉପକଣ୍ଠ ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ପ୍ରଥମ ଛାତ୍ରାବାସରେ ଏକ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ଛାତ୍ରାବାସରେ ରହିଥିବା ଗ୍ୟାସ ଟାଙ୍କି ଫାଟି ଯିବାରୁ ତିନି ଜଣ ଛାତ୍ର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଆହତ ତିନି ଛାତ୍ରଙ୍କୁ ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details