ଓଡିଶା

odisha

ETV Bharat / state

ବିଜୟା ଦଶମୀରେ ପାଇକ ଆଖଡାରେ ଖଣ୍ଡାଧୂଆ ପୂଜା

ବିଜୟା ଦଶମୀରେ ପାରଳାଖେମୁଣ୍ଡିରେ ଥିବା ପାଇକ ଆଖଡା ଗୁଡିକରେ ଖଣ୍ଡା ଧୂଆ ପୂଜା । ଯୁବକ ମାନେ ଖଣ୍ଡା ବୁଲାଇବା ସହ ନିଜର କୌଶଳ ପ୍ରଦର୍ଶନ କରିଥିଲେ।

By

Published : Oct 8, 2019, 8:23 PM IST

gajapti

ଗଜପତି: ଆଜି ମା' ଦୁର୍ଗାଙ୍କ ବିଜୟା ଦଶମୀ ପୂଜା। ଏହି ବିଜୟା ଦଶମୀ ଦିନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ପାଇକ ଆଖଡା ଗୁଡିକରେ ଖଣ୍ଡା ଧୂଆ ପୂଜା ଅନୁଷ୍ଠିତ ହୋଇଯାଇଛି ।

ବିଜୟା ଦଶମୀରେ ଖଣ୍ଡା ଧୂଆ ପୂଜା

ରାଜଅମଳରୁ ଥିବା ଏହି ପାଇକ ଅଖଡାର ଖଣ୍ଡା, ଢାଲ, ବାଡି ଗୁଡିକୁ ପୋଖରୀରେ ଧୁଆଯାଇଥିଲା । ଏହାପରେ ପୂଜା କରିବା ସହ ଅଖଡାର ଯୁବକ ମାନେ ଖଣ୍ଡା ବୁଲାଇବା ସହ ନିଜର କୌଶଳ ପ୍ରଦର୍ଶନ କରିଥିଲେ। ଏହି ପରମ୍ପରା ବହୁ ପୁରାତନ ସମୟରୁ ଚାଲି ଆସୁଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details