ଗଜପତି: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ନେବା ପରେ ଗଜପତି ଜିଲ୍ଲାରେ ସୋମବାର ରାତି ଠାରୁ ବର୍ଷା ଆରମ୍ଭ ହୋଇଛି । ଜିଲ୍ଲାରେ ରାତି ସାରା ବର୍ଷା ଲାଗି ରହିଛି । ଜିଲ୍ଲାପାଳଙ୍କ ପକ୍ଷରୁ ସମସ୍ତ ବ୍ଲକ୍ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ପୂର୍ବରୁ ଦିଆଯାଇଛି ଏବଂ ପାହାଡ ଉପରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଗଭୀର ଅବପାତର ରୂପ ନେଲା ଲଘୁଚାପ: ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଜାରି - ଗଜପତି ଜିଲ୍ଲା ନ୍ୟୁଜ
ମଙ୍ଗଳବାର ସୁଦ୍ଧା ଜିଲ୍ଲାର 4ଟି ବ୍ଲକରୁ ପ୍ରାୟ 500 ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଗଭୀର ଅବପାତର ରୂପ ନେଲା ଲଘୁଚାପ: ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଜାରି
ମଙ୍ଗଳବାର ସୁଦ୍ଧା ଜିଲ୍ଲାର 4ଟି ବ୍ଲକରୁ ପ୍ରାୟ 500 ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ
Last Updated : Oct 13, 2020, 9:25 AM IST