ଓଡିଶା

odisha

ETV Bharat / state

ଧର୍ମ ପରିବର୍ତ୍ତନ କରୁଥିବା ହିନ୍ଦୁଙ୍କୁ ସଂରକ୍ଷଣ ଓ ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ

ହିନ୍ଦୁ ଧର୍ମ ପରିବର୍ତନ କରି ଅନ୍ୟ ଧର୍ମ ଗ୍ରହଣ କରୁଥିବା ଅନୁସୂଚିତ ଜାତିର ଲୋକଙ୍କୁ କୌଣସି ପ୍ରକାର ସୁବିଧା ଓ ସଂରକ୍ଷଣ ମିଳୁନଥିବା ଅଭିଯୋଗ କରି ରାଷ୍ଟ୍ରପତିଙ୍କୁ ଦାବିପତିର ଦେଲା ଗଜପିତ ଜିଲ୍ଲା ଜନଜାତି ସୂରକ୍ଷା ମଞ୍ଚ

ଧର୍ମ ପରିବର୍ତ୍ତନ କରୁଥିବା ହିନ୍ଦୁଙ୍କୁ ସଂରକ୍ଷଣ ଓ ସରକାରୀ ସୁବିଧା ମିଳୁନଥିବା  ଅଭିଯୋଗ
ଧର୍ମ ପରିବର୍ତ୍ତନ କରୁଥିବା ହିନ୍ଦୁଙ୍କୁ ସଂରକ୍ଷଣ ଓ ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ

By

Published : Nov 9, 2020, 4:30 PM IST

ଗଜପତି: ହିନ୍ଦୁ ଧର୍ମ ପରିବର୍ତନ କରି ଅନ୍ୟ ଧର୍ମ ଗ୍ରହଣ କରୁଥିବା ଅନୁସୂଚିତ ଜାତିର ଲୋକଙ୍କୁ ମିଳୁନି କୌଣସି ପ୍ରକାର ସୁବିଧା ଓ ସଂରକ୍ଷଣ । ଏପରି ଏକ ଅଭିଯୋଗ ଆଣିଛନ୍ତି ଗଜପିତ ଜିଲ୍ଲା ଜନଜାତି ସୂରକ୍ଷା ମଞ୍ଚ । ଏହା ବିରୋଧରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଞ୍ଚ ପକ୍ଷରୁ ଏକ ଦାବି ପତ୍ର ଦିଆଯାଇଛି ।

ଧର୍ମ ପରିବର୍ତ୍ତନ କରୁଥିବା ହିନ୍ଦୁଙ୍କୁ ସଂରକ୍ଷଣ ଓ ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ

ମଞ୍ଚ ନିଜ ଅଭିଯୋଗରେ ଦର୍ଶାଇଛି ଯେ ଅନ୍ୟ ଧର୍ମର ଲୋକେ ସେମାନଙ୍କ ମୁଳ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମ ଗ୍ରହଣ କଲେ ସେମାନଙ୍କ କ୍ଷେତ୍ରରେ ଏପରି ବ୍ଯତିକ୍ରମ ଦେକିବାକୁ ମିଳୁନଥିବା ବେଳେ କେବଳ ହିନ୍ଦୁ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଏପରି ପରିବର୍ତ୍ତନ ଦେଖାଯାଉଛି । ତେଣୁ ସଂରକ୍ଷଣ ଆଇନରେ ସଂଶୋଧନ ଆଣି ଧର୍ମ ପରିବର୍ତନ କରି ଅନ୍ୟ ଧର୍ମ ଗ୍ରହଣ କରୁଥିବା ଲୋକଙ୍କ ସଂରକ୍ଷଣ ସୁବିଧାରୁ ବାଦ ଦେବା ପାଇଁ ଦାବି କରିଛି ମଞ୍ଚ ।

ଗଜପତିରୁ ହରିହର ପଟ୍ଟନାୟକ . ଇଟିଭି ଭାରତ

ABOUT THE AUTHOR

...view details