ଓଡିଶା

odisha

ETV Bharat / state

ସୋସିଆଲ ମିଡିଆରେ କୋରୋନାକୁ ନେଇ ଗୁଜବ; ଯୁବକ ଗିରଫ - Young man arrested

କୋରୋନା ସମ୍ପର୍କିତ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରି ଯୁବକ ଗିରଫ । ଅଧିକ ପଢନ୍ତୁ...

Rumors of Corona on social media; Young man arrested
ସୋସିଆଲ ମିଡିଆରେ କୋରୋନାକୁ ନେଇ ଗୁଜବ; ଯୁବକ ଗିରଫ

By

Published : Mar 30, 2020, 7:10 PM IST

Updated : Mar 30, 2020, 8:10 PM IST

ଢେଙ୍କାନାଳ: କୋରୋନା ସମ୍ପର୍କିତ ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରଚାର କରି ଯୁବକ ଗିରଫ । ସୋସିଆଲ ମିଡିଆରେ ଗୁଜବ ଖବର ପ୍ରଚାର କରିଥିବା ଅଭିଯୋଗରେ ଭୁବନ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ 14ର ଧିରେନ୍ଦ୍ର କୁମାର ପୃଷ୍ଟି ବୋଲି ଜଣାପଡିଛି ।

ସୋସିଆଲ ମିଡିଆରେ କୋରୋନାକୁ ନେଇ ଗୁଜବ; ଯୁବକ ଗିରଫ

ଧିରେନ୍ଦ୍ର ନିଜ ଫେସବୁକରେ ଓଡିଶାର ନିଶ୍ଚିନ୍ତକୋଇଲିରୁ ଚତୁର୍ଥ କୋରୋନା ରୋଗୀ ଚିହ୍ନଟ ବୋଲି ଗୁଜବ ଖବରକୁ ଭାଇରାଲ କରିଥିଲେ । ଫଳରେ ରାଜ୍ୟ ସାଇବର ଅପରାଧ ନିୟନ୍ତ୍ରଣ ଶାଖା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 30, 2020, 8:10 PM IST

ABOUT THE AUTHOR

...view details