ଓଡିଶା

odisha

ETV Bharat / state

ବନାଞ୍ଚଳ କର୍ମଚାରୀଙ୍କ ଚଢାଉ, ଶିକାରୀ ଗିରଫ

କପିଳାସ ବନାଞ୍ଚଳ କର୍ମଚାରୀ ମାନେ ରାମେଇ ଖମାର ଅଞ୍ଚଳରେ ଚଢାଉ କରିଛନ୍ତି । ଏହି ଚଢାଉରେ ରାମେଇ ଗ୍ରାମର ଶ୍ରୀଧର ପୁର୍ତ୍ତି ନାମକ ଜଣେ ଶିକାରୀକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

By

Published : Nov 15, 2020, 6:42 PM IST

ବନାଞ୍ଚଳ କର୍ମଚାରୀଙ୍କ ଚଢାଉ, ଶିକାରୀ ଗିରଫ
ବନାଞ୍ଚଳ କର୍ମଚାରୀଙ୍କ ଚଢାଉ, ଶିକାରୀ ଗିରଫ

ଢେଙ୍କାନାଳ: କପିଳାସ ବନାଞ୍ଚଳ କର୍ମଚାରୀ ମାନେ ରାମେଇ ଖମାର ଅଞ୍ଚଳରେ ଚଢାଉ କରିଛନ୍ତି । ଏହି ଚଢାଉରେ ରାମେଇ ଗ୍ରାମର ଶ୍ରୀଧର ପୁର୍ତ୍ତି ନାମକ ଜଣେ ଶିକାରୀକୁ ଗିରଫ କରାଯାଇଛି ।

ଗିରଫ ଶ୍ରୀଧର ଠାରୁ ଗୋଟିଏ ବନ୍ଧୁକ ଓ ଶିକାରରେ ବ୍ୟବହୃତ ଲାଇଟ, ବାରୁଦ ସହ ବିପୁଳ ପରିମାଣରେ ଶିକାର ସାମଗ୍ରୀ ଜବତ କରିଛନ୍ତି । ଗିରଫ ଶ୍ରୀଧର କପିଳାସ ଅଭୟାରଣ୍ୟ ଅଞ୍ଚଳରୁ ବନ୍ୟଜନ୍ତୁ ଶିକାର କରି ମାଂସ ଓ ଚମଡା ବିକ୍ରି କରିଥାଏ ବୋଲି ତଦନ୍ତରୁ ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details