ଓଡିଶା

odisha

ETV Bharat / state

ଢେଙ୍କାନାଳରେ 3 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଢେଙ୍କାନାଳ ଜିଲ୍ଲାରେ ବ୍ୟାପିବାରେ ଲାଗୁଛି କୋରୋନା । ସଂକ୍ରମିତଙ୍କ ସଂଖ୍ୟା ତିନି ହଜାର ଟପି ସାରିଲାଣି । ଆଜି ପୁଣି ଜିଲ୍ଲାରେ ୬୭ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦୫୦ରେ ପହଞ୍ଚିଛି ।

ଢେଙ୍କାନାଳରେ 3 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଢେଙ୍କାନାଳରେ 3 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

By

Published : Sep 20, 2020, 5:05 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବ୍ୟାପିବାରେ ଲାଗୁଛି କୋରୋନା । ସଂକ୍ରମିତଙ୍କ ସଂଖ୍ୟା ତିନି ହଜାର ଟପି ସାରିଲାଣି । ଆଜି ପୁଣି ଜିଲ୍ଲାରେ ୬୭ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦୫୦ରେ ପହଞ୍ଚିଛି ।

ଢେଙ୍କାନାଳରେ 3 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଏହି ନୂଆ ୬୭ ଆକ୍ରାନ୍ତ ମଧ୍ୟରୁ ଢେଙ୍କାନାଳ ସହରରୁ ୧୩, ହିନ୍ଦୋଳ ୧୫, କାମାକ୍ଷାନଗରରୁ ୧୩, ଗଦିଁଆ ୭, ସଦର ୪, ଭୁବନ, ଓଡାପଡା ଓ କଙ୍କଡାହାଡରୁ ୨ ଜଣ ଲେଖାଏଁ, ଭୁବନ ଏନଏସିରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୪୭ ଜଣ ହୋମ କ୍ବାରେଣ୍ଟିନରୁ ୧୫ ଜଣ ସ୍ଥାନୀୟ ଆକ୍ରାନ୍ତ ଓ ଅନ୍ୟ ୫ ଜଣ କଟକ ଭୁବନେଶ୍ବର ମେଡିକାଲରୁ ଚିହ୍ନଟ କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସପିଟାଲକୁ ପଠାଯାଇଛି । ସେପଟେ ୫୦ ସୁସ୍ଥ ହୋଇ ଫେରିଛନ୍ତି।

ଆଜି ସୁଧା ୩୦୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୨୫୦୦ ଜଣ ସୁସ୍ଥହୋଇ ଫେରିଛନ୍ତି । ତେବେ ଜିଲ୍ଲାରେ ସମୁଦାୟ ୫୪୮ ଜଣ ଏବେ ଚିକିତ୍ସିତ ଅଛନ୍ତି । ମୋଟ ୫୬୭୯୩ ଟି କୋଭିଡ ଟେଷ୍ଟ ହୋଇଥିବା ସୂଚନା ମିଳିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details