ଓଡିଶା

odisha

ETV Bharat / state

ଅଂଶୁଘାତରୁ କିପରି ପାଇବେ ରକ୍ଷା, ପଢନ୍ତୁ - sunstrok

ଅତ୍ୟଧିକ ଖରାରେ ଅଂଶୁଘାତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ । ତେଣୁ ଏଥିପାଇଁ ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ । ଯାହାଫଳରେ ଆସନ୍ନ ମୃତ୍ୟୁରୁ ରକ୍ଷା ପାଇପାରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : May 30, 2019, 8:12 PM IST

କଟକ: ଦିନକୁ ଦିନ ବଢିବାରେ ଲାଗିଛି ଖରାର ପ୍ରକୋପ । 40 ଡିଗ୍ରୀ ଉପରେ ରହୁଛି ଅଧିକାଂଶ ଜିଲ୍ଲାର ତାପମାତ୍ରା । ଏହାର ପ୍ରଭାବରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ


ତେବେ ଅତ୍ୟଧିକ ଖରା ଯୋଗୁଁ ଅଂଶୁଘାତ ହେବାର ସମ୍ଭାବନା ରହିଥାଏ । ତେଣୁ କିପରି ସତର୍କତା ଅବଲମ୍ବନ କରିବେ ଓ କିଭଳି ଭାବେ ଅଂଶୁଘାତକୁ ଏଡାଇ ପାରିବେ । ଅଂଶୁଘାତ ହେଲେ କଣ ରହିଛି ଏହାର ପ୍ରତିଷେଧକ ଏବିଷୟରେ ଆମକୁ ଅଧିକ ସୂଚନା ଦେଉଛନ୍ତି ଏସସିବିର ସୁପରିଟେଣ୍ଡେଣ୍ଟ ତଥା ଡାକ୍ତର ସିବିକେ ମହାନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details